1. Hey, just heard about your new job. Congratulations. I am really happy for you!
(ହେ! ଏହି କ୍ଷଣି ତୁମର ନୁଆ ଚାକିରୀ ବିଷୟରେ ଶୁଣିଲି. ଅଭିନନ୍ଦନ. ମୁଁ ତୁମ ପାଇଁ ବହୁତ ଖୁସି!)
2. Congratulations on the success of your project. Wish you all the best for all your future endeavors as well.
(ଆପଣଙ୍କର ପ୍ରୋଜେକ୍ଟ୍ ର ସଫଳତା ପାଇଁ ଅଭିନନ୍ଦନ. ଭବିଷ୍ୟତରେ ସବୁ ପ୍ରୟାସ ପାଇଁ ମୋର ଶୁଭ କାମନା. )
3. Elated to hear the new of the birth of your baby girl. Congratulations to you and your family!
(ଆପଣଙ୍କର ଝିଅ ହେବା ଖବର ଶୁଣିକି ବହୁତ ଖୁସି ହେଲି. ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ଅଭିନନ୍ଦନ!)
4. Congratulations on winning the competition. I always knew you would do well! :)
(ପ୍ରତିଯୋଗିତା ଜିତିବା ପାଇଁ ଅଭିନନ୍ଦନ! ମୁଁ ସବୁ ବେଳେ ଜାଣିଥିଲି କି ତୁମେ ଭଲ କରିବ. )
5. Congratulations on your promotion. You deserved it.
(ପଦୋନ୍ନତି ମିଳିବା ପାଇଁ ଅଭିନନ୍ଦନ. ଆପଣ ଏହାର ଯୋଗ୍ୟ ଥିଲେ!)
6. I hear you got engaged. That is terrific news. Congrats!
(ମୁଁ ଶୁଣିଲି କି ତୁମର ନିର୍ବନ୍ଧ ହେଇ ଗଲା. ଏହିଟା ବହୁତ ଭଲ ଖବର! ଅଭିନନ୍ଦନ!)
How to reply when someone congratulates you:
7. Thank you so much for your wishes. That is really kind of you.
(ଆପଣଙ୍କର ଶୁବେଚ୍ଛା ପାଇଁ ଅନେକ ଧନ୍ୟବାଦ. ଆପଣ ଭାରି ଉଦାର. )
8. Thanks a lot. I couldn't have done it without your support!
(ଅନେକ ଧନ୍ୟବାଦ. ଆପଣ ସାହାଯ୍ୟ କରିନଥିଲେ, ମୁଁ ଏହା କରି ପାରି ନଥାନ୍ତି! )
9. Thank you so much. Your wishes mean a lot to me.
(ଅନେକ ଧନ୍ୟବାଦ. ଆପଣଙ୍କର ଶୁବେଚ୍ଛା ମୋ ପାଇଁ ବହୁତ ମୁଲ୍ୟବାନ!)
10. I really appreciate your wishes. Thank you!
(ମୁଁ ଆପଣଙ୍କର ଶୁବେଚ୍ଛାର ବହୁତ ଆଦର କରେ. ଧନ୍ୟବାଦ!)
11. Thanks a lot. I hope you will join the celebrations!
(ଧନ୍ୟବାଦ. ଆଶା କରୁଛି, ଆପଣ ଉତ୍ସବ ରେ ଭାଗ ନେବେ!)
Doubts on this article